ଗୋପନୀୟତା ନୀତି

ଗୋପନୀୟତା ନୀତି

ବଣମଲ୍ଲୀର ମହକ ଇଣ୍ଟରନେଟ ଡୋମେନ https://audio.banamalli.org ରେ ଥିବା ସମସ୍ତ ଅଡିଓ ଏବଂ ଭିଡିଓ ବିଷୟବସ୍ତୁ କେବଳ ଶୁଣିବା ଓ ଦେଖିବା ଉଦ୍ଦେଶ୍ୟରେ ସର୍ବସାଧାରଣଙ୍କ ପାଇଁ ଖୋଲା ଅଛି ।

ଯେକୌଣସି ବ୍ୟକ୍ତି / ବ୍ୟବହାରକାରୀ / ପରିଦର୍ଶକ ଏହି ୱେବସାଇଟର ସମ୍ପୃକ୍ତ ଲିଙ୍କ (URL) ମାଧ୍ୟମରେ ଏହାର ବିଷୟବସ୍ତୁ ଦେଖି ଶୁଣି ପାରିବେ ଓ ବନ୍ଧୁମାନଙ୍କ ସହ ଅଂଶୀଦାର କରିପାରିବେ । ଏହି ୱେବସାଇଟର ଅଳଙ୍କରଣ, ବିଷୟବସ୍ତୁ ଓ ସୂଚନା ଆଦି ନକଲ କରିପାରିବେ ନାହିଁ । ଏହି ୱେବସାଇଟ କୌଣସି ବୈଷୟିକ ସମସ୍ୟାରୁ ମୁକ୍ତ ବୋଲି ବଣମଲ୍ଲୀର ମହକ କୌଣସି ଗ୍ୟାରେଣ୍ଟି ଦିଏ ନାହିଁ । ପୂର୍ବ ସୂଚନା ବିନା ଯେକୌଣସି ସମୟରେ ସେବାରେ ଥିବା ବିଷୟବସ୍ତୁରେ ଯୋଗ, ବିଲୋପ କିମ୍ବା ସଂଶୋଧନ କରିବାର ଅଧିକାର କେବଳ ବଣମଲ୍ଲୀର ମହକ ନିକଟରେ ସଂରକ୍ଷଣ ରହିଅଛି ।

ଏହି ୱେବସାଇଟରେ ଉପଲବ୍ଧ ଥିବା କୌଣସି ବିଷୟବସ୍ତୁ ସହିତ ଜଡିତ ସମସ୍ୟା କିମ୍ବା ବଣମଲ୍ଲୀର ମହକ ଅଡିଓ ରୁମ୍ ସମ୍ବନ୍ଧରେ କୌଣସି ମତାମତ ଅଛି କି ? ତେବେ ଆମକୁ ଜଣାଇବା ନିମନ୍ତେ ଇମେଲ ଠିକଣା ହେଉଛି – mail@banamalli.org